Video: ଅଶ୍ୱିନ-ପ୍ରେରଣାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 27 Aug 2024-3:54 pm,

Video: ବନ୍ଧୁତ୍ୱରୁ ପ୍ରେମ ଆଉ ତାପରେ ପ୍ରେମରୁ ବିବାହ କରିଥିବା ସଫଳ ଯୋଡି ଅଶ୍ୱିନ ତ୍ରିପାଠୀ ଏବଂ ପ୍ରେରଣା ପ୍ରତୀକ୍ଷାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଦୁହେଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି ଉଭୟ ଛୋଟ ଏବଂ ବଡ଼ ପରଦାରେ । ଉପସ୍ଥାପନା, ଅଭିନୟ, ନିର୍ଦ୍ଦେଶନାରେ ଅଶ୍ୱିନ କେବଳ ନିଜକୁ ସୀମିତ ରଖିନାହାନ୍ତି । ଅନେକ ସମୟରେ ମ୍ୟୁଜିକ ଭିଡିଓ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ଓଲିଉଡର ଏହି ଯୋଡି । ନିକଟରେ ଅଶ୍ୱିନ-ପ୍ରେରଣାଙ୍କ ଏକ ନୂଆ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଛି । ସେହି ମ୍ୟୁଜିକ ଭିଡିଓ ସୁଟିଂ ସେଟର କିଛି ଦୃଶ୍ୟ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link