Video: ଦୁଇ ଓଡ଼ିଆ କଣ୍ଠଶିଳ୍ପୀଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 24 Aug 2024-8:32 pm,

Ollywood News: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ସ୍ୱୟମ ପାଢୀ ଉଭୟେ ପରସ୍ପରଙ୍କର ଭଲ ବନ୍ଧୁ । ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥାଏ । କେବଳ ସେତିକି ନୁହେଁ, ଦୁହେଁ ବିଭିନ୍ନ ସମୟରେ ଷ୍ଟେଜ୍ ସେୟାର କରିଥାନ୍ତି । ଏପରି କି ସୋସିଆଲ ମିଡିଆରେ ଦର୍ଶକଙ୍କ ଭଲ ପାଇବା ସାଉଣ୍ଟିବା ପାଇଁ ଟ୍ରେଣ୍ଡିଂ ଗୀତରେ ରିଲ୍ସ ତିଆରି କରନ୍ତି ଦୁଇ କଣ୍ଠଶିଳ୍ପୀ ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link