Arpan Rath Collection: ଗାଁ ଗାଁ ବୁଲିଥିଲା ଅର୍ପଣ ରଥ, ଶ୍ରୀମନ୍ଦିରକୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା

Thu, 08 Feb 2024-6:26 pm,

Arpan Rath Donation: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଅବସରରେ ଅର୍ପଣ ରଥ ମାଧ୍ୟମରେ ଭକ୍ତମାନେ ମହାପ୍ରଭୁଙ୍କୁ ଅରୁଆ ଚାଉଳ, ଗୁଆ, ନଡ଼ିଆ ସହିତ ଆର୍ଥିକ ରାଶି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବହୁ ପରିମାଣରେ ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ମଧ୍ୟ ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link