Hirakud Dam: ହୀରାକୁଦ ଜଳଭଣ୍ଡାରରେ ୮ ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ
Jul 24, 2023, 16:47 PM IST
Three More Gates Of Odisha’s Hirakud Dam Opened To Release Flood Water । ହୀରାକୁଦ ଜଳଭଣ୍ଡାର ର ଖୋଲିଲା ଆହୁରି ତିନୋଟି ଗେଟ । ବର୍ତମାନ ଆଠ ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଡାହାଣ ପଟର ଛଅ ଟି ଗେଟ ଖୋଲା ରହିଥିବା ବେଳେ ଡାହାଣ ପଟର ଦୁଇଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଦିନ 12 ଟା ସୁଦ୍ଧା ହୀରାକୁଦ ର ଜଳସ୍ତର 614.43 ଘନଫୁଟ ରହିଛି ।