Shocking video: ରାତିରେ ଘର ଭିତରେ ପଶି ପୁଷାକୁକୁରକୁ ଶିକାର କଲା ବାଘ, ସିସିଟିଭି ଭିଡିଓ ଦେଖି ଥରିଯିବେ ଆପଣ!

ଜୀ ଓଡ଼ିଶା ଡେସ୍କ Fri, 28 Jul 2023-11:47 am,

Horrifying video: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏହି କ୍ରମରେ ବର୍ତ୍ତମାନ ବାଘର ପୋଷା କୁକୁରକୁ ଶିକାର କରିବାର ସିସିଟିଭି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଏକ ପୋଷା କୁକୁର ଘର ଭିତରେ ଶୋଇଛି ଓ ସେଠାରେ ଏକ ବାଘ ପହଞ୍ଚି ତାକୁ ଶିକାର କରୁଛି । ଏହି ଭିଡିଓକୁ @TheBrutalNature ଟ୍ୱିଟର ଆଇଡି ଦ୍ୱାରା ସେୟାର କରୋଯାଇଛି । ଯାହାକୁ ବର୍ତ୍ତାମାନ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏଠାରେ ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link