Highest Paid Actresses: ଏହି ଟପ୍ ୫ ଅଭିନେତ୍ରୀ, ଯିଏ ଫିଲ୍ମ ପିଛା ନିଅନ୍ତି ଅଧିକ ଟଙ୍କା !

Tue, 08 Aug 2023-10:39 pm,

ଲାଇଟ୍ କ୍ୟାମେରା ଆକସନ୍...ଓଲିଉଡ, ବଲିଉଡ, ହଲିଉଡ କିମ୍ବା ଟଲିଉଡ...ସିନେ ଇଣ୍ଡଷ୍ଟ୍ରିର ପ୍ରତିଟି ଖବର ଆମେ ରଖିବୁ ଆପଣଙ୍କ ସାମ୍ନାରେ...ତେବେ ଆଜି ଆମେ ଓଲିଉଡ ଉପରେ କଥା ହେବା...ଆପଣ ତ ଫିଲ୍ମ ଦେଖୁଥିବେ ହଲ୍ ବି ଯାଉଥିବେ...ଫିଲ୍ମ ହିଟ୍ ହେଉ ବା ଫ୍ଲପ୍ ତାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥାଏ । ହେଲେ କେବେ ଭାବିଛନ୍ତି ପରଦାରେ ଯେଉଁ ଅଭିନେତା କିମ୍ବା ଅଭିନେତ୍ରୀ ଅଭିନୟ କରୁଛନ୍ତି ସେମାନେ ଗୋଟିଏ ଫିଲ୍ମ ପିଛା କେତେ ଚାର୍ଜ କରନ୍ତି । ତେବେ ଆଜି ଆମେ ଏମିତି କିଛି ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କଥା ହେବା ଯେଉଁମାନେ ଫିଲ୍ମ ର ଚାର୍ଜସକୁ ନେଇ ଚର୍ଚ୍ଚାର ରୁହନ୍ତି...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link