Hirakud Dam Gate: ଆସିବ କି ବଡ଼ ବନ୍ୟା !ଖୋଲିଲା ହୀରାକୁଦର ୧୨ ଟି ଗେଟ୍

Fri, 04 Aug 2023-8:26 pm,

Total 12 Sluice Gates Of Hirakud Dam Opened Today । ପୁଣି ଖୋଲିଲା ଆଉ ପାଞ୍ଚ ଗେଟ |ଏଵେ 12 ଟି ଗେଟ ଦେଇ ହେଉଛି ହୀରାକୁଦ ଜଳ ଭଣ୍ଡାର ରୁ ଜଳ ନିଷ୍କାସନ |ଡାହାଣ ପଟର 5 ଟି ଗେଟ ଖୋଲା ରହିଥିବା ବେଳେ ବାମ ପଟର 7 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link