Elephant Attack: ଖୋର୍ଦ୍ଧାରେ ୨ ଜଣଙ୍କୁ ଚକଡ଼ି ମାରିଦେଲା ହାତୀ, ଦେଖନ୍ତୁ ଏହି ଭିିଡିଓ..

ପ୍ରିୟମ୍ବଦା ରଣା Mon, 04 Dec 2023-1:06 pm,

Elephant Attack: ପୁଣି ହାତୀ ପାଦ ତଳେ ଯାଇଛି ଦୁଇଟି ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରିଓରଡ ପଞ୍ଚାୟତ ଜରିଟାପୁ ଗ୍ରାମରେ। ଗତକାଲି ରାତିରେ ଧାନ ବିଲ ଜଗିବାକୁ ଯାଇଥିବା କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବିଳମ୍ବିତ ରାତିରେ ହାତୀ ହାବୁଡରେ ପଡ଼ିଯାଇଥିଲେ। ଫଳରେ ଉଭୟଙ୍କୁ ଘଟଣାସ୍ଥଳରେହି ହାତୀ ଦଳି ଚକଟି ମାରି ଦେଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link