Train Accident: ମାଲବାହୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଲା ମାଈ ହାତୀ

ପ୍ରିୟମ୍ବଦା ରଣା Wed, 25 Oct 2023-12:58 pm,

Train Accident: ଆଜି ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଛି। ମାଲବାହୀ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର(Keonjhar) ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ପଳସା ଗ୍ରାମ ନିକଟସ୍ଥ ଟ୍ରେନଲାଇନ ପାର ହେବା ବେଳେ ଟ୍ରେନ ଧକ୍କାରେ ଏହି ମାଈ ହାତୀଟିରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link