Fashion Show: ଗଙ୍ଗାଧର ମଣ୍ଡପରେ କିନ୍ନର ଫ୍ୟାଶନ ଶୋ, ଭାଗ ନେଲେ ୪୩ରୁ ଅଧିକ ପ୍ରତିଯୋଗୀ

Mon, 10 Jun 2024-4:13 pm,

ଗଙ୍ଗାଧର ମଣ୍ଡପ ରେ କିନ୍ନର ଫେଶନ ଶୋ | ଗୁପ୍ତେଶ୍ୱର ବାବା ଶୀତଳ ଷଷ୍ଠୀ କମିଟି ତରଫରୁ ଆୟୋଜିତ ଏହି କିନ୍ନର ଫେସନ ଶୋ ରେ ପଶ୍ଚିମ ଓଡିଶା ରୁ ପ୍ରାୟ ୪୩ ରୁ ଅଧିକ କିନ୍ନର ଭାଗ ନେଇଥିଲେ | ବିଭିନ୍ନ ରାଉଣ୍ଡ ରେ ସେମାନଙ୍କ ର ପ୍ରତିଯୋଗିତା ପରେ ତିନି ଜଣଙ୍କୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ଭାବରେ ଚୟନ କରାଯାଇଥିଲା|ଏ ମାନଙ୍କ ଭିତରେ ବହୁ କିନ୍ନର ଭଲ ପାଠ ପଢିଥିବା ବେଳେ ଅନ୍ୟାନ୍ୟ ସମାଜ ସେବା କ୍ଷେତ୍ର ରେ ମଧ୍ୟ ତାଙ୍କର ରୁଚି ରହିଥିବା କହିଥିଲେ |ସମସ୍ତେ ତିନୋଟି ରାଉଣ୍ଡ ଅତିକ୍ରମ କରି ପ୍ରତିଯୋଗିତା ରେ ଭାଗ ନେଇଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link