Chaiti Parba at Koraput : ଚଇତି ପର୍ବରେ ମସଗୁଲ ଆଦିବାସୀ ସମ୍ପ୍ରଦାୟ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ପର୍ବ ପାଳନ ସମୟର ଦୃଶ୍ୟ

Wed, 12 Apr 2023-3:27 pm,

ଚଇତି ପରବ ଆଦିବାସୀ ମାନଙ୍କ ଏକ ମୁଖ୍ୟ ପରବ। ଏହି ଅବସରରେ ଆଦିବାସୀ ମାନେ ପୂଜା ପାର୍ବଣ କରିବା ପରେ ଟିଙ୍ଗିରି ବେଣ୍ଟ କରି ଥାଆନ୍ତି। ପରେ ବଡ଼ ବେଣ୍ଟ କୁ ଗାଆଁର ଲୋକେ ଯାଇ ଥାଆନ୍ତି। ଜଙ୍ଗଲ କୁ ଶିକାର କରିବା ପାଇଁ ଯାଇଥିବା ଅବସର ରେ ଆଦିବାସୀ ଲୋକେ ନାଚ ଗୀତ ରେ ମସଗୁଲ ହୋଇ ଥାଆନ୍ତି। ତେବେ ଆଜିକାଲି ସୋସିଆଲ ମିଡ଼ିଆ ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଗ୍ରାମାଞ୍ଚଳର ଆଦିବାସୀ ଲୋକେ। ବେଣ୍ଟ ବା ଶିକାର କୁ ଯାଇଥିବା ସମୟରେ ବି ମୋବାଇଲ ରେ ଭିଡିଓ ଉତୋଳନ କରି ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏହି ଭିଡିଓ ରେ ରେଡି, ପୋଜ ଓ ଷ୍ଟାଟ ପରେ ଭିଡିଓ ଉତୋଳନ କରାଯାଇଥିବା ଜଣା ପଡୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link