Niraj chopra Viral Video: ନିରଜ ରଖିଲେ ତ୍ରିରଙ୍ଗାର ମାନ, ମାଟିରେ ପଡ଼ିବାକୁ ଦେଲେନି ପତାକା, ଦେଖନ୍ତୁ ଏହି ମନଛୁଆଁ ଭିଡିଓ...

ପ୍ରିୟମ୍ବଦା ରଣା Thu, 05 Oct 2023-2:59 pm,

TNiraj chopra viral video: ନିକଟରେ ଗୋଲ୍ଡେନ ବଏ ନିରଜ ଚୋପ୍ରାଙ୍କର ଏକ ଭିଡିଓ ସମସ୍ତଙ୍କ ହୃଦୟକୁ କିଣିନେଇଚି। ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ନିରଜ ଏବେ ତ୍ରିରଙ୍ଗାର ମାନ ରଖି ଚର୍ଚ୍ଚାରେ। ପଡ଼ିଆରେ ତଳେ ପଡ଼ିବାକୁ ଯାଉଥିବା ତ୍ରିରଙ୍ଗା ପତାକାକୁ ସେ ରୋକି ଦେଇ ଅନେକ ସମ୍ମାନ ସାଉଁଟିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link