Accident Video: ରାସ୍ତା କଡ଼ରେ ଥିବା ବାଇକକୁ ଧକ୍କା ଦେଇ ଘର ଉପରକୁ ମାଡ଼ିଗଲା ଟ୍ରକ୍, ଦେଖନ୍ତୁ ଏହି ଭିଡିଓ...
ପ୍ରିୟମ୍ବଦା ରଣା Thu, 03 Oct 2024-1:21 pm,
Accident Video: ରାସ୍ତା କଡ଼ରେ ଥିବା ବାଇକ୍ ଓ ଏକ ଇକୋ ଭ୍ୟାନ କୁ ଧକ୍କା ଦେଇ ଘର ଉପରକୁ ମାଡ଼ିଗଲା ଟ୍ରକ୍। ଅଳ୍ପକେ ବର୍ତିଲେ ପରିବାର। ଆନ୍ଧ୍ର - ଓଡ଼ିଶା ସୀମାନ୍ତ ଶୁଙ୍କି ଅଞ୍ଚଳରେ ଘଟିଛି ଦୁର୍ଘଟଣା।