Viral Video: ୟୁଟ୍ୟୁବର୍ ଟୁକୁନା ଷ୍ଟାଇଲିସଙ୍କ ସହ ନଜର ଆସୁଥିବା ମହିଳା ଜଣକ କିଏ? ଭାଇରାଲ୍ ହେଉଛି ଏହି ଭିଡିଓ, ଦେଖନ୍ତୁ

Narmada Behera Wed, 25 Sep 2024-12:29 pm,

  Viral Video: କମେଡିଆନ୍ ତଥା ୟୁଟ୍ୟୁବର୍ ଟୁକୁନା ଷ୍ଟାଇଲିସ୍। ସୋସିଆଲ୍ ମିଡିଆରେ ଜଣାଶୁଣା ନାଁଟିଏ। ତାଙ୍କ କମେଡି ଦେଖିବାକୁ ଲୋକଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ତେବେ, ଟୁକୁନା ସହ ଆଉ ଜଣେ ନୂଆ ନାୟିକା ମଧ୍ୟ ତାଙ୍କ ସହ ଏବେ ସ୍କ୍ରିନ୍ ସେୟାର କରୁଛନ୍ତି।  ତେବେ, ସେ ନାୟିକା ବା ମହିଳା ଙ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ମହିଳାଙ୍କ ନାଁ ମାମାଲି ମିଶ୍ର ବୋଲି ଜଣାପଡିଛି। ନିକଟରେ ମାମାଲିଙ୍କର ଏକ ଡାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ଛାୟି ଯାଇଥିଲା।  ତେବେ, ଏହାରି ଭିତରେ ମାମାଲି ଓ ଟୁକୁନାଙ୍କର ଆଉ ଏକ ଭି଼ଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link