Tulasi Serial Actress Video: ଭାଇରାଲ ହେଉଛି ଘରେ ଘରେ ପରିଚିତ ତୁଳସୀ ସିରିଏଲ ଅଭିନେତ୍ରୀ ଇପ୍ସିତା ମହାନ୍ତିଙ୍କ ଏହି ଭିଡିଓ...
Tulasi Serial Actress Ipsita Mohanty: ଆପଣମାନଙ୍କ ମଧ୍ୟରୁ ଅନେକ ଅଭିନେତ୍ରୀ ଇପ୍ସିତା ମହାନ୍ତିଙ୍କୁ ତାଙ୍କ ନାମରୁ ଚିହ୍ନି ପାରିବେ ନାହିଁ। କିନ୍ତୁ ଆପଣ ତାଙ୍କୁ କିଛି ବର୍ଷ ପୂର୍ବେ ETV ଓଡିଆରେ ‘ତୁଳସୀ’ ଭାବରେ ଦେଖିଥିବେ। ହଁ, ଇପ୍ସିତା ମହାନ୍ତି ସେହି ସିରିଏଲର ଟାଇଟଲ୍ ଚରିତ୍ରରେ ଅଭିନୟ କରିଥିଲେ। ଅନେକ ବର୍ଷ ହେବ ତାଙ୍କୁ ଆମେ ରୁପେଲି ପରଦାରେ ଦେଖି ନଥିଲେ ମଧ୍ୟ ସେ ଏବେ ବି ଦର୍ଶକଙ୍କ ହୃଦୟରେ ଏକ ନିଆରା ସ୍ଥାନ ସୃଷ୍ଟି କରି ରହିଛନ୍ତି। ଆସନ୍ତୁ ଦେଖିବା ତାଙ୍କର ଏହି ସୁନ୍ଦର ଭିଡିଓଟି...