Video: ନୂଆ ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ନେହା ନାଗେଶ୍ୱରୀ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 23 Oct 2023-11:14 pm,

Video: ନିଜ ଅଭିନୟ ମାଧ୍ୟମରେ ଟିଭି ପରଦାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ନେହା ନାଗେଶ୍ୱରୀ ମହାନ୍ତିଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର । ଖୁବ ଶୀଘ୍ର ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଆପଣ ନେହାଙ୍କୁ ଦେଖିବାକୁ ପାଇବେ । 'ଗହମ ଗୋରୀ ଇନଷ୍ଟା ସୁନ୍ଦରୀ କୁଆଡେ ଯାଉଛୁ ରହ' ନାମକ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଉକ୍ତ ଭିଡିଓଟିରେ ନେହାଙ୍କ ଲୁକ୍ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ପ୍ରତିକ୍ରିୟାରେ ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ଭିଡିଓଟି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link