Video: ସୁଟିଂ ନଥିବା ସମୟରେ ଏହି କାମ କରୁଥିଲେ ଅଭିନେତା-ଅଭିନେତ୍ରୀ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 19 Oct 2024-7:06 pm,

Video: ସୁଟିଂ ସେଟରେ କଳାକାରମାନେ କିପରି ସମୟ ଅତିବାହିତ କରନ୍ତି ତାହାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତା ମହାପ୍ରସାଦ କର ଏବଂ ଅଭିନେତ୍ରୀ ସସ୍ମିତା ସାହୁ ସୁଟିଂ ସେଟରେ ନୂଆ ଓଡ଼ିଆ ସିନେମା 'କର୍ମ'ର ଚିରିଂ ଚିରିଂ ଗୀତ ଅଭ୍ୟାସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link