Hi-tech Blast: ହାଇଟେକ୍ ହସ୍ପିଟାଲ ବ୍ଲାଷ୍ଟରେ ନୂଆ ଟ୍ୱିଷ୍ଟ୍, ଏବେ ବି ଜୀବିତ ଦିଲ୍ଲୀପ! ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Fri, 05 Jan 2024-1:07 pm,

Hitech Hospital: ଭୁବନେଶ୍ୱର ହାଇଟେକ୍‍ ହସ୍‍ପିଟାଲ୍‍ର ଗୋଟିଏ ଭୁଲ୍‍ ଆଉ ଗୋଟିଏ ନିରୀହ ପ୍ରାଣ ନେଇଛି। ପୋଡ଼ାଜଳା ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ଆଉଜଣଙ୍କ ନାଁରେ ସମ୍ବୋଧନ କରି ମୃତ ଘୋଷଣା କରିବାରୁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏପରିକି ଯେଉଁ ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ତାହାଙ୍କ ପରିବାରଙ୍କୁ ଶବ ସତ୍କାର କରିବାକୁ ବି ସୁଯୋଗ ମିଳିନାହିଁ। ହାଇଟେକ୍‍ ହସ୍‍ପିଟାଲ୍‍ର ଏହି ସାଂଘାତିକ ତ୍ରୁଟି ଜଣାପଡ଼ିଛି ଯେତେବେଳେ ଚିକିତ୍ସା ହେଉଥିବା ସମ୍ପୃକ୍ତ ବ୍ୟକ୍ତି ସଜ୍ଞାନ ଲାଭ କରି ପରିଚିତଙ୍କୁ ଖୋଜିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link