Election Result: ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ସାବ୍ୟସ୍ତ କଲା ମଧ୍ୟପ୍ରଦେଶର ଫଳାଫଳ

Sun, 03 Dec 2023-4:13 pm,

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ସିଂ ତୋମାର କହିଛନ୍ତି, ମଧ୍ୟପ୍ରଦେଶର ବିଶାଳ ବିଜୟ ପାଇଁ ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାର ବିଜୟ । ମଧ୍ୟ ପ୍ରଦେଶରେ ବିଜେପି ଆଗୁଆ ରହିଥିବା ବେଳେ ଏବେ ରାଜ୍ୟ ସାରା ଦେଖିବାକୁ ମିଳିଛି ସେଲିବ୍ରେସନ ମୁଡ୍ । ତେବେ ମଧ୍ୟ ପ୍ରଦେଶରେ ବିଜେପିର ବିଶାଳ ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କ ସହ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ୱି-ଗୁଣା ବଢିଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link