Video: ଯେଉଁଠି ସବୁକିଛି ଶେଷ... ସେଇଠି ଆମର ବନ୍ଧୁତ୍ୱ ଆରମ୍ଭ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 10 Sep 2023-8:55 pm,

Video: ବନ୍ଧୁତ୍ୱ ଏପରି ଏକ ଶବ୍ଦ ଯେଉଁଠି ଜଣେ ଅନ୍ୟ ଜଣଙ୍କ ସହିତ ସବୁ କିଛି ସେୟାର କରିପାରେ । କେବଳ ମଣିଷ ନୁହେଁ ଅନେକ ପଶୁ ପକ୍ଷୀ ମଧ୍ୟ ସ୍ନେହ ପ୍ରେମ ଡୋରୀରେ ବନ୍ଧା । ଏଇ ଯେମିତି ଜଣେ ଗୋଟିଏ ସିମ୍ପାଜୀ ଆଉ କଇଁଛର ବନ୍ଧୁତା । ଗୋଟିଏ ଆପଲକୁ ସିମ୍ପାଜୀ ନିଜେ ଖାଇବା ସହିତ କଇଁଛକୁ ଖୁଆଇ ଦେଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଅତିମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link