Video: ହାତୀ ମଣିଷର ନିଆରା ସମ୍ପର୍କ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 16 Sep 2023-9:32 pm,

Video: ଜଣେ ବ୍ୟକ୍ତି ବାଡ଼ରେ ରଙ୍ଗ ଦେଉଥିବା ସମୟରେ ହଠାତ୍ ହାତୀ ଛୁଆଟି ବ୍ୟକ୍ତିଙ୍କ ପାଖକୁ ଆସି ତାଙ୍କୁ ଛୁଇଁବାକୁ ଲାଗିଲା । ପରେ ବ୍ୟକ୍ତି ଜଣଙ୍କ ବସିଥିବା ସ୍ଥାନରୁ ଛିଡା ହୋଇପଡିଲେ । ଏହି ବିଶେଷ ସମୟର ଦୃଶ୍ୟକୁ ଜଣେ ବ୍ୟକ୍ତି ନିଜ ମୋବାଇଲ୍ କ୍ୟାମେରା ମାଧ୍ୟମରେ ରେକର୍ଡ କରିଥିଲେ । ପରେ ସୋସିଆଲ ମିଡିଆରେ ଅପଲୋଡ ହେବାପରେ ଭିଡିଓକୁ ଅନେକ ଲୋକ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link