Video: ରୋଷେଇ କରିବା ସମୟରେ ନିଆରା ଷ୍ଟଣ୍ଟ୍, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 24 Sep 2023-9:45 pm,

Video: ନିଜର ଟ୍ୟାଲେଣ୍ଟ ଦେଖାଇବା ସହିତ ଅନ୍ୟଙ୍କୁ ଆଶ୍ଚର୍ଯ୍ୟ କରାଇବା ପାଇଁ ଅନେକଙ୍କର ଇଚ୍ଛା ଥାଏ । ସେଥିପାଇଁ କିଛି ବ୍ୟକ୍ତି ନିଜ କର୍ମସ୍ଥଳୀରେ ହିଁ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ଜଣେ ବ୍ୟକ୍ତି ପବ୍ଲିକ ପ୍ଲେସରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ କାମ କରୁଥିବା ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରାଇବା ପାଇଁ ନିଆରା ଷ୍ଟଣ୍ଟ୍ ଦେଖାଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link