Video: ନିଆରା ଢଙ୍ଗରେ ପଇଡ କାଟୁଛନ୍ତି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 28 Sep 2023-10:06 pm,

Video: ଅନେକ ବ୍ୟକ୍ତି କାର୍ଯ୍ୟସ୍ଥଳରେ ବିଭିନ୍ନ ପ୍ରକାରର ନିଆରା କାରନାମା ଦେଖାଇଥାନ୍ତି । ସେସବୁର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହିତ ବ୍ୟକ୍ତିଙ୍କ ନିଆରା କାରନାମାକୁ ନେଇ ଚର୍ଚ୍ଚା ଆଲୋଚନା ମଧ୍ୟ ହୋଇଥାଏ । ଏହି ଦୃଶ୍ୟଟି ମଧ୍ୟ ଖୁବ ନିଆରା । କାରଣ ଜଣେ ବ୍ୟକ୍ତି ଅନ୍ୟଙ୍କ ଟାରୁ ଭିନ୍ନ ହେବା ପାଇଁ ନିଜସ୍ୱ ଶୈଳୀରେ ପଇଡ କାଟି ଦୋକାନରେ ବିକୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link