Yogi Adityanath: ଯୋଗୀ ଆଦିତ୍ୟନାଥଙ୍କ ୨୫ ବର୍ଷ ପୁରୁଣା ଭାଷଣ ଭାଇରଲ; ଆପଣ ଦେଖିଛନ୍ତି କି ଏହି ଭିଡିଓ?

Jagdish Barik Wed, 10 May 2023-10:59 pm,

Yogi Adityanath Viral Speech: ଯୋଗୀ ଆଦିତ୍ୟନାଥ ଦ୍ୱାଦଶ ଲୋକସଭାର ସର୍ବ କନିଷ୍ଠ ସାଂସଦ ଥିଲେ । ଏହିସମୟରେ ତାଙ୍କର ବୟସ ମାତ୍ର ୨୬ ବର୍ଷ ଥିଲା । ସେତେବେଳେ ସେ ସଂସ୍କୃତରେ ଶପଥ ନେଇଥିଲେ । ବର୍ତ୍ତମାନ ଏହି ୨୫ ବର୍ଷ ପୁରୁଣା ଭାଷଣ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଆପଣ ଦେଖନ୍ତୁ  ଏହି ଭଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link