Varsha Priyadarshini: ଏପଟେ ଅନୁଭବ ବଖାଣୁଛନ୍ତି ଦୁଃଖ, ସେପଟେ ନିଜ କର୍ତ୍ତବ୍ୟରେ ଲିପ୍ତ ବର୍ଷା

Sun, 19 May 2024-8:13 pm,

ବର୍ଷାଙ୍କୁ ବିଜେଡିରୁ ଟିକେଟ(Odisha BJD Ticket) ମିଳିବା ନେଇ ମୁହଁ ଖୋଲିଛନ୍ତି ଅନୁଭବ । ଯାଜପୁର ବଡ଼ଚଣାରେ ବହୁ ବଡ଼ ବଡ଼ ନେତା ଅଛନ୍ତି ଯେଉଁମାନେ ୬ ୬ ଥର ଜିତିଛନ୍ତି ।ହେଲେ ବର୍ଷା ଏପ୍ରିଲ ୧୮ରେ ବିଜେଡି ରେ ଯୋଗ ଦେବା ପରେ ଏହାର ଠିକ୍ ପରଦିନ ଅର୍ଥାତ୍ ୧୯ରେ ତାଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରାଗଲା । ତେବେ ସେ କେତେ ପାୱାର ଫୁଲ ବୋଲି କହିଛନ୍ତି ଅନୁଭବ । ଏହାସହ ଗତ କିଛିଦିନ ତଳେ ଅଭିନେତା ଅନୁଭବଙ୍କ ନାଁରେ ଏନବିଡବ୍ଲ୍ୟୁ କୁ ନେଇ ମଧ୍ୟ ବର୍ଷା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଅନୁଭବ । ତେବେ ଏହି ପଡକାଷ୍ଟରେ କେବଳ ନିଜ ବୈବାହିକ ଜୀବନ ନୁହେଁ ବରଂ ବିଜେଡି କାଇଁ ଛାଡି଼ଲେ ତାର ବି କାରଣ କହିଛନ୍ତି ଅନୁଭବ ମହାନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link