Varsha Priyadarshini: ପୁଣି ଥରେ ପ୍ରେମରେ ପଡ଼ିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନ! ସେୟାର କଲେ ଏହି ଭିଡିଓ...

ପ୍ରିୟମ୍ବଦା ରଣା Dec 19, 2024, 11:03 AM IST

Varsha New Video: ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ। ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ସୁନ୍ଦର ଗୀତରେ ଭିଡିଓ କରି ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link