Video: ଦେବୀଙ୍କ ମନ୍ଦିରରେ ବିଷଧର ସାପ, କ୍ଷୀରରେ କରୁଛନ୍ତି ସ୍ନାନ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 19 Oct 2024-6:42 pm,

Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଦେବୀଙ୍କ ମନ୍ଦିରର ଭିତରେ ମୂର୍ତ୍ତି ପାଖରେ କିଛି ସାପ ରହିଥିବା ଦେଖିବାକୁ ମିଳିଛି । ଦେବୀଙ୍କ ପୂଜା ସମୟରେ ସାପଙ୍କୁ ମଧ୍ୟ କ୍ଷୀର ଅର୍ପଣ କରାଯାଉଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ସାପମାନେ କାହାର କୌଣସି କ୍ଷତି କରୁନାହାନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link