Video: ପରସ୍ପରକୁ ଡେଟ୍ ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ, ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ କପଲ୍

Payal Priyadarshini Sat, 28 Oct 2023-2:34 pm,

ଗତବର୍ଷ ଅଭିନେତ୍ରୀ କ୍ରିତି ସାନନଙ୍କ ଦିୱାଲି ପାର୍ଟିରେ ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ ଏକାଠି ନଜର ଆସିଥିଲେ । ପରେ ଉଭୟଙ୍କ ପରସ୍ପରକୁ ଡ଼େଟିଂ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ତେବେ ଉଭୟ ସମ୍ପର୍କକୁ ନେଇ ମୁହଁ ଖୋଲିନଥିବା ବେଳେ ନିକଟରେ ଆଦିତ୍ୟ ଓ ଅନନ୍ୟାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନନ୍ୟା ଆଦିତ୍ୟଙ୍କ ହାତକୁ ଧରିଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଦେଖିବା ପରେ ଉଭୟଙ୍କ ଭିତରେ ଆଫାୟର୍ସ ଚାଲିଥିବା ସ୍ପଷ୍ଟ ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link