Video: ଅଟୋଗ୍ରାଫ ଦେବା ପରେ ଫ୍ୟାନ୍ସଙ୍କୁ ଚକଲୋଟ୍ ମାଗିଲେ ଧୋନୀ, ଦେଖନ୍ତୁ ଭିଡ଼ିଓ

Payal Priyadarshini Mon, 11 Sep 2023-1:10 pm,

ନିକଟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି, କ୍ୟାପଟେନ୍ କୁଲ ଧୋନୀ ଜଣେ ଫ୍ୟାନ୍ସଙ୍କୁ ଅଟୋଗ୍ରାଫ ଦେବା ପରେ ଚକୋଲେଟ୍ ମାଗୁଛନ୍ତି । ଯାହାପରେ ଫ୍ୟାନ୍ସ ଜଣଙ୍କ ହାତରେ ଧରିଥିବା ଚକୋଲେଟ୍ ବକ୍ସକୁ ଧୋନୀଙ୍କ ଆଡ଼କୁ ବଢାଇ ଦେଉଛନ୍ତି । ଯାହା ପରେ ଧୋନୀ ଚକୋଲେଟ୍ ବକ୍ସକୁ ଧରିପକାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link