69th National Award: ବାହାଘର ଶାଢୀ ପିନ୍ଧି ଜାତୀୟ ପୁରସ୍କାର ନେବାକୁ ପହଁଞ୍ଚିଲେ ଆଲିଆ, ଦେଖନ୍ତୁ ଭିଡ଼ିଓ
ଗଙ୍ଗୁବାଇ କାଠିଆୱାଡ଼ି ପାଇଁ ଆଜି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇବେ ଆଲିଆ ଭଟ୍ଟ । ୬୯ ତମ ଜାତୀୟ ପୁରସ୍କାର ସମାରୋହ ପୂର୍ବରୁ ଆଲିଆଙ୍କୁ ସ୍ୱାମୀ ରଣବୀର କପୁରଙ୍କ ସହ ବିମାନ ବନ୍ଦରରେ ସ୍ପଟ କରାଯାଇଥିଲା । ତେବେ ଆଲିଆ ନିଜ ବାହାଘର ଶାଢୀ ପିନ୍ଧି ଜାତୀୟ ପୁରସ୍କାର ଗ୍ରହଣ କରିବା ନେଇ ଯାଉଥିବା ଦେଖିବାକୁ ମିଳିଛି । ଆଲିଆଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।