Video: ଶିଶୁ ଆଗରେ ହାର ମାନିଲା ପ୍ରକୃତିର ତାଣ୍ଡବ! ଝଡ଼ ତୋଫାନ ସମୟରେ ନିଜ ମା` କିଛି ଏପରି ସାହାଯ୍ୟ କଲା କଅଁଳ ପିଲା

Jagdish Barik Wed, 17 May 2023-5:41 pm,

Kid Helping Mom: ଆପଣ ଭିଡିଓରେ ଦେଖିପାରିବେ ଯେ ଝଡ଼ ତୋଫାନ ସମୟରେ ଜଣେ କୋମଳମତି ଶିଶୁ ନିଜ ମା’ଙ୍କୁ କିପରି ସାହାଯ୍ୟ କରୁଛି । ଏହି ଭିଡିଓଟି ଆପଣଙ୍କୁ ଅନେକ କିଛି ଶିକ୍ଷା ଦେଇପାରିବ । ଆପଣ ଦେଖନ୍ତୁ ଏହି ଭାବପ୍ରବଣ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link