Video: ଏପରି ଢଙ୍ଗରେ ସ୍ବାମୀ ରାଘବଙ୍କୁ ସରପ୍ରାଇଜ ଦେଲେ ପରିଣୀତି, ଦେଖନ୍ତୁ ଭିଡି଼ଓ

Payal Priyadarshini Sun, 01 Oct 2023-11:20 am,

ବାହାଘରର କିଛି ଦିନ ପରେ ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ଡ୍ରିମ ୱେଡ଼ିଂ ଭିଡ଼ିଓ । ଏଥିରେ ବାହାଘର ବେଳର ସମସ୍ତ ଦୃଶ୍ୟ ରହିଥିବା ବେଳେ ବ୍ୟାକଗ୍ରାଉଣ୍ତରୁ ପରିଣୀତି ସ୍ବାମୀ ରାଘବଙ୍କ ପାଇଁ ଗାଇଥିବା ଗୀତଟି ଶୁଣିବାକୁ ମିଳୁଛି । ଏହି ଭିଡ଼ିଓ ସେୟାର କରି ରାଘବ ପରିଣୀତିଙ୍କ ‘ଥ୍ୟାଙ୍କ ୟୁ ମିସେଜ’ ଦେଇଛନ୍ତି ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link