Video: ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚରାଯିବାରୁ ଏପରି ଉତ୍ତର ଦେଲେ ଜାଡେଜାଙ୍କ ସ୍ତ୍ରୀ, ଦେଖନ୍ତୁ ଭିଡ଼ିଓ

Payal Priyadarshini Mon, 23 Oct 2023-2:50 pm,

ନିକଟରେ ଏକ ସାକ୍ଷାତକାରରେ ଜାଡେଜାଙ୍କ ସ୍ତ୍ରୀ ତଥା ବିଜେପି ବିଧାୟିକା ରିଭାବା କହିଛନ୍ତି ଯେ, ‘ଜାଡେଜାଙ୍କ ସହ ବିବାହ ହେବା ସୌଭାଗର କଥା ଅଟେ’ । ତେବେ ସେଠାରେ ତାଙ୍କ ପ୍ରିୟ କ୍ରିକେଟଙ୍କ କିଏ ବୋଲି ପଚରାଯିବାରୁ ସେ କହିଥିଲେ, ‘ମୋ କ୍ରିକେଟ୍ ଜାଡେଜାଙ୍କଠାରୁ ଆରମ୍ଭ ଓ ତାଙ୍କଠାରେ ଶେଷ’ । ଜାଡେଜାଙ୍କ ବ୍ୟତୀତ ତାଙ୍କ ପ୍ରିୟ କ୍ରିକେଟର କିଏ ବୋଲି ପଚରା ଯିବାରୁ ବିଧାୟିକା ମହିନ୍ଦ୍ର ସିଂ ଧୋନୀଙ୍କ ନାଁ ନେଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link