Video: ଛାତ ଉପରୁ ଭାଇରାଲ ହେଲା ସ୍କୁଲ୍ ଝିଅ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 20 Oct 2024-10:14 pm,

Video: ସ୍କୁଲ ଛାତ୍ରୀ ବିଦ୍ୟାଙ୍କ ନୃତ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ପକାଇଛି । ବିଦ୍ୟାଙ୍କ ନିଆରା ନୃତ୍ୟକୁ ଖୁବ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ । ଦିନକୁ ଦିନ ବିଦ୍ୟାଙ୍କ ଫଲୋଅର ସଂଖ୍ୟା ବଢିବାରେ ଲାଗିଛି । ନିକଟରେ ବିଦ୍ୟା ଘର ଛାତ ଉପରେ ଏହି ରିଲ୍ସଟି ସୁଟ୍ କରିଥିଲେ ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link