Bribe Viral Video: ପୋଲିସ କେବେ ଲାଞ୍ଚ ଦେଉଥିବାର ଆପଣ ଦେଖିଛନ୍ତି କି? ଦେଖନ୍ତୁ ଏହି ଭିଡିଓ

ଜୀ ଓଡ଼ିଶା ଡେସ୍କ Fri, 22 Sep 2023-6:53 pm,

Police Bribe Viral Video: ଏହି ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ବୁଲନ୍ଦସହର ବୋଲି କୁହାଯାଉଛି । ଯେଉଁଠାରେ ବୁଲନ୍ଦସହର ଡିଏମ କାର୍ଯ୍ୟାଳୟରେ ପୋଷ୍ଟ ହୋଇଥିବା କିରାଣୀ ଅଜୟ ଶର୍ମା ପୋଲିସ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବାର ନଜର ଆସିଛନ୍ତି । ଡିଏମ୍ JA କୁ ହଟାଇ ଦେଇଛନ୍ତି ଓ ଏକ ବିଭାଗୀୟ ତଦନ୍ତ ବ୍ୟବସ୍ଥା କରାଯାଇଛି । ଦେଖନ୍ତୁ ଏହି ଭାଇରାଲ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link