Video: ଯାତ୍ରା ରଙ୍ଗମହଲର ସାଇଡ୍ ଡ୍ୟାନ୍ସରଙ୍କ ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 04 Oct 2024-6:13 pm,

Video: ମୁଖ୍ୟ ନାୟକ ନାୟିକାଙ୍କ ନୃତ୍ୟକୁ ଅଧିକ ସୁନ୍ଦର କରିବା ପାଇଁ ଆବଶ୍ୟକ ରହିଥାଏ ସାଇଡ୍ ଡ୍ୟାନ୍ସରଙ୍କ ଭୂମିକା । ଅଳ୍ପ ବେତନ ପାଉଥିଲେ ମଧ୍ୟ ନିଜ ଦମଦାର ଶୈଳୀରେ ମଞ୍ଚକୁ ସୁନ୍ଦର କରିବା ପାଇଁ ସେମାନେ ଭରପୂର ପ୍ରୟାସ କରିଥାନ୍ତି । ନିକଟରେ ଯାତ୍ରା ରଙ୍ଗମହଲର ମେଲୋଡି କାର୍ଯ୍ୟକ୍ରମର ଏକ ଝଲକ୍ ଖୁବ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ସାଇଡ୍ ଡ୍ୟାନ୍ସରଙ୍କ ଦମଦାର ଡ୍ୟାନ୍ସ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link