Video: ଚାଳ ଛପର ଘରୁ ଭାଇରାଲ୍ ହେଲା ଓଡ଼ିଆ ଅଭିନେତାଙ୍କ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 23 Oct 2024-3:03 pm,

Video: ଓଡ଼ିଆ ଅଭିନେତା ଅଙ୍କିତ କୁମାର ନିଜ ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଅଙ୍କିତ ସର୍ବଦା ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି । ଫୁରସତ ପାଇଲେ ଅଙ୍କିତ ରିଲ୍ସ ପ୍ରସ୍ତୁତ କରିଥାନ୍ତି । ଅଙ୍କିତଙ୍କ ଏହି ରିଲ୍ସଟି ଖୁବ ଭାଇରାଲେ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link