Seema Haider Dance Video: ନାଲି ଶାଢୀରେ ଠୁମକା ଲଗାଉଥିବା ସୀମା ହୈଦରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

Mon, 17 Jul 2023-6:30 pm,

Video of Pak’s Seema Haider dancing in red saree goes viral । ସୀମା ହୈଦର ଏବଂ ସଚିନଙ୍କ ପ୍ରେମ କାହାଣୀ ତ ଆପଣ ସମସ୍ତେ ଜାଣିଥିବେ । ନିଜ ପ୍ରେମ ପାଇଁ ସୀମା ପାକିସ୍ତାନର ସୀମା ଡେଇଁ ଭାରତ ଚାଲିଆସିଛନ୍ତି ଏବଂ ଏଠାରେ ନିଜର ଜୀବନ ଅତିବାହିତ କରୁଛନ୍ତି । ଏବେ ସେହିଭଳି ଆଉ ଏକ ଖବର ଆସିଛି ପଶ୍ଚିମବଙ୍ଗ ରାଜ୍ୟରୁ । ବାଂଲାଦେଶର ଜଣେ ଯୁବତୀ ପ୍ରେମରେ ପଡି ସୀମା ପାର୍ ହେବା ସହିତ ଭାରତ ଚାଲିଆସିଛନ୍ତି । ତେବେ ସୀମା-ସଚିନଙ୍କ ପ୍ରେମ କାହାଣୀ ଭଳି ବାଂଲାଦେଶରୁ ଆସିଥିବା ଯୁବତୀ ଜଣକ କିନ୍ତୁ ଠକାମୀର ଶିକାର ହେଇଛନ୍ତି । ଆଉ ନିଜ ପ୍ରେମିକର ଠକାମୀ ବିଷୟରେ ଜାଣିବା ପରେ ସେ ପ୍ରେମରେ ଧୋକା ପାଇଥିବା କଥା ସାମ୍ନାକୁ ଆସିଛି । ଏବେ ତାଙ୍କର ଏକ ନାଚିବା ଭିଡିଓ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link