Video: ବିବାହ ପରେ ନଜର ଆସିଲେ ପରୀ ଓ ରାଘବ, ଦେଖନ୍ତୁ ଏହି ସୁନ୍ଦର ଭିଡ଼ିଓ

Payal Priyadarshini Mon, 25 Sep 2023-3:30 pm,

ସରିଲା ପରିଣୀତି ଚେପ୍ରା ଓ ସାଂସଦ ରାଘବ ଚଡ଼୍ଡାଙ୍କ ବାହାଘର । ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କୁ ଜୀବନସାଥୀ କଲେ ଅଭିନେତ୍ରୀ ଓ ସାଂସଦ । ପରିବାର ସଦସ୍ୟ ଓ ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ଯଥା ରୀତି ଏହି ବାହାଘର ସଂପର୍ଣ୍ଣ ହୋଇଛି । ତେବେ ବିବାହ ପରେ ଉଭୟଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏଥିରେ ପରିଣୀତି ହାତରେ ଚୁଡ଼ି ଓ ମଥାରେ ସୁନ୍ଦର ଲଗାଇଥିବାର ଦେଖିବାକୁ ମିଳୁଛି । ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link