Video: ୟୁନିଫର୍ମ ପିନ୍ଧି ପ୍ରି ୱେଡିଂ ସୁଟ୍ କଲେ ପୋଲିସ ଦମ୍ପତି, ଭିଡ଼ିଏ ନେଇ ସୋସିଆଲ ମିଡିଆରେ ହଙ୍ଗାମା

Payal Priyadarshini Tue, 19 Sep 2023-2:49 pm,

ବର୍ତ୍ତମାନ ଯୁଗରେ ଟ୍ରେଣ୍ତ ପାଲଟିଛି ପ୍ରି ୱେଡିଂ ସୁଟ୍ । ନିକଟରେ ପୋଲିସ ଦମ୍ପତିଙ୍କ ପ୍ରି ୱେଡିଂ ସୁଟକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ହୋଇଛି । ହାଇଦ୍ରାବାଦର ଏହି ପୋଲିସ ଦମ୍ପତି ନିଜ ପ୍ରି ୱେଡିଂ ଭିଡିଓରେ ୟୁନିଫର୍ମ ପିନ୍ଧି ଥିବା ଦେଖିବାକୁ ମିଳିଛି । ବର୍ଦ୍ଦିରେ ସୁଟିଂ ପ୍ରି ୱେଡିଂ ସୁଟ୍ କୁ ନାପସନ୍ଦ କରିଛନ୍ତି ୟୁଜର୍ସ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link