Video: ଅହମ୍ମବାଦରେ ରାତି ଅଧରେ ଗରିବଙ୍କୁ ଏମିତି ସରପ୍ରାଇଜ ଦେଲେ ଅଫଗାନିସ୍ତାନ ଖେଳାଳି, ଦେଖନ୍ତୁ ଭିଡିଓ

Payal Priyadarshini Sun, 12 Nov 2023-2:55 pm,

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଦିନ ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକାଠାରୁ ୫ ଓ୍ବିକେଟରେ ପରାସ୍ତ ହୋଇଛି । ଏହି ପରାଜୟ ସହ ବିଶ୍ବକପରେ ଆଫଗାନିସ୍ତାନର ମୁକାବିଲା ଶେଷ ହୋଇଯାଇଛି । ଶନିବାର ଦିନ ରାତିରେ ଅହମ୍ମବାଦର ରାସ୍ତା କଡ଼ରେ ଶୋଇଥିବା ଅସହାୟମାନଙ୍କୁ ଅଫଗାନିସ୍ତାନ କ୍ରିକେଟର ରହମାନୁଲ୍ଲା ଗୁରୁବାଜ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link