Video: ପୂଜା ପେଣ୍ତାଲରେ ଏକାଠି ନାଚିଲେ ରାଣୀ ମୁଖାର୍ଜୀ ଓ ଜାକି ଶ୍ରଫ, ଦେଖନ୍ତୁ ଭିଡ଼ିଓ

Payal Priyadarshini Mon, 23 Oct 2023-5:00 pm,

ଶାରଦୀୟ ଦଶହରା ଅବସରରେ ଚଳଞ୍ଚଚଳ ପୁରଠୁ ପଲ୍ଲୀ । ସାଧାରଣ ଲୋକଠାରୁ ଆରମ୍ଭ କରି ଅଭିନେତା, ରାଜନେତା ସଭିଁଏ ଦୁର୍ଗା ପୂଜାର ମଜା ନେଉଛନ୍ତି । ତେବେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଓ ଅଭିନେତା ଜାକି ଶ୍ରଫ ପୂଜା ପେଣ୍ତାଲରେ ନାଚୁ ଥିବାର ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link