Video: ‘ଜୱାନ କ୍ରେଜ’ ବ୍ୟାଣ୍ଡେଜ ଭିଡ଼ି ଟିକେଟ୍ ଚେକ୍ କଲେ ସିନେମା ହଲ କର୍ମଚାରୀ, ଭିଡ଼ିଓ ଭାଇରାଲ

Payal Priyadarshini Wed, 13 Sep 2023-3:17 pm,

ରିଲିଜ ପରଠାରୁ ଚର୍ଚ୍ଚାରେ ଶାହାରୁଖ ଖାନଙ୍କ ଫିଲ୍ମ  'ଜୱାନ' । ଫିଲ୍ମକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଭିଡ଼ିଓ ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ହଲ କର୍ମଚାରୀ ଜଣଙ୍କ ଫିଲ୍ମ ନିଜ ମୁଣ୍ତରେ ବ୍ୟାଣ୍ଡେଜ ଲଗାଇ ଟିକେଟ୍ ଯାଞ୍ଚ କରୁଛନ୍ତି । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link