VIDEO: କୁକୁର ଆଗରେ ନାଗୀନ ଡ୍ୟାନ୍ସ କଲେ ଯୁବକ, ଭିଡିଓ ଦେଖିବା ପରେ ଲୋକେ କହୁଛନ୍ତି- `ଦେଶୀ ଦାରୁ କା କମାଲ`

Jagdish Barik Wed, 12 Apr 2023-2:25 pm,

Naagin Dance Video: କୁକୁର ସାମ୍ନାରେ ଜଣେ ଯୁବକଙ୍କ ଦ୍ୱାରା କରାଯାଇଥିବା ନାଗୀନ ଡ୍ୟାନ୍ସ ଦେଖି ଲୋକମାନେ ନିଜ ହସ ଅଟକାଇ ପାରୁ ନାହାଁନ୍ତି । ଏହି ମଜାଳିଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଓ କ୍ୟାପସନରେ ଏହା ଏକ ମଜାଳିଆ ଢ଼ଙ୍ଗରେ ଲେଖାଯାଇଛି, 'ଦେଶୀ ଦାରୁ କା କମାଲ' ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link