Video: ମହିଳା ସଂରକ୍ଷିତ ସିଟ୍ ରେ ବସିବା ପାଇଁ ମଥାରେ ସିନ୍ଦୂର ନାଇଲେ ଯୁବକ, ଦେଖନ୍ତୁ ଭିଡ଼ିଓ

Payal Priyadarshini Tue, 10 Oct 2023-12:30 pm,

ବିଭିନ୍ନ ସମୟରେ ମେଟ୍ରୋରୁ ବହୁ ଅଜବ ଧରଣ ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ । କେତେବେଳେ ଏହି ଭିଡିଓ ଦେଖି ଲୋକେ ହସି ହସି ବେଦମ ହୋଇଥାଆନ୍ତି ତ ଆଉ କେତେବେଳେ ମେଟ୍ରୋ ଭିତରୁ ବହୁ ଲଜ୍ଜାକର ଘଟଣା ସାମ୍ନାକୁ ଆସିଥାଏ । ତେବେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ଆସି ମହିଳା ସଂରକ୍ଷିତ ସିଟ୍ ରେ ବସିଥିବା ଯୁବତୀଙ୍କୁ ଉଠାଇ ନିଜେ ବସୁଛନ୍ତି । ଭିଡିଓଟିକୁ ଭଲ ଭାବେ ଦେଖିଲେ ଆପଣ ଜାଣିପାରିବେ ଯେ ଯୁବକ ଜଣଙ୍କ ମୁ୍ଣ୍ତରେ ସିନ୍ଦୂର ଲଗାଇଛନ୍ତି । ଯୁବକଙ୍କ କରାନାମା କ୍ୟାମେରାରେ କଏଦ ହୋଇଥିବା ବେଳେ ଏହି ଭିଡ଼ିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link