Video: `ଖୋକା ଭାଈ ତମ ପାଇଁ` ରିଭ୍ୟୁ ଦେଲେ ଦର୍ଶକ, ଜାଣନ୍ତୁ କିପରି ହେଇଛି ସିନେମା

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 10 Oct 2024-2:29 pm,

Video: ଅଭିନେତା ସ୍ୱରାଜ ବାରିକ ଏବଂ ମନୀଷାଙ୍କ ଅଭିନିତ ସିନେମା 'ଖୋକା ଭାଈ ତମ ପାଇଁ' ରିଲିଜ ପରେ ସିନେମା କିପରି ହୋଇଛି ତାହାର ରିଭ୍ୟୁ ସାମ୍ନାକୁ ଆସିଛି । ହଲରୁ ବାହାରିବା ପରେ ଦର୍ଶକ ସିନେମାକୁ ନେଇ ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି । ଅଭିନେତା ସ୍ୱରାଜ ବାରିକ ନିଜେ ଉପସ୍ଥିତ ରହି ଦର୍ଶକଙ୍କୁ ସିନେମା ବାବଦରେ ପଚାରି ବୁଝିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link