Vigilance Raid: ଭିଜିଲାନ୍ସ ଜାଲରେ ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦ ରେକର୍ଡ ଯୋଗାଣ ଅଧିକାରୀ ପୂରେନ୍ଦ୍ର କୁମାର ସେଠୀ

ପ୍ରିୟମ୍ବଦା ରଣା Aug 28, 2024, 13:48 PM IST

Vigilance Raid: ଭିଜିଲାନ୍ସ ଜାଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( CHSE) ର ରେକର୍ଡ ଯୋଗାଣ ଅଧିକାରୀ ପୂରେନ୍ଦ୍ର କୁମାର ସେଠୀ। ଏକକାଳୀନ ଭାବେ ତିନୋଟି ସ୍ଥାନ ଭୂବନେଶ୍ୱର ସମେତ ଜଗତସିଂହପୁର ରେ ଥିବା ନିଜ ପୈତୃକ ଘର ଉପରେ ଚଢାଉ। ଭୂବନେଶ୍ୱର ର କାନନ ବିହାର, ପଟିଆ ଚନ୍ଦ୍ରଶେଖର ପୁର ର ଚାରି ମହଲା କୋଠା ସମେତ ଜଗତସିଂହପୁର ଜିଲ୍ଲା ଅନନ୍ତ ପୁର ଥାନା ଅଧିନ କେଉପଡା ଗ୍ରାମ ରେ ଥିବା ନିଜ ପୈତୃକ ଘର ଉପରେ ଚଢାଉ କରିଛି ଭିଜିଲାନ୍ସ ଟିମ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link