ଭଦ୍ରକ ଅଧିକ୍ଷଣ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍

Thu, 29 Sep 2022-3:39 pm,

Vigilance_Raid_At_Bhadrak ଭଦ୍ରକ ଅଧିକ୍ଷଣ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି । ସାଳନ୍ଦୀ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ଘରେ ଚଢ଼ାଉ କରିଛି ଟିମ୍ । ବାଲେଶ୍ୱର ପୈତୃକ ଘର ଏବଂ ଶ୍ୱଶୁର ଘରେ ରେଡ୍ କରିଛି ଭିଜିଲାନ୍ସ....୪ ଲକ୍ଷ ଟଙ୍କା ଜବତ କରିଥିବା ନେଇ ସୂଚନା ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link