Phiringia Station Fire: ଗଞ୍ଜେଇ ଚାଲାଣରେ ଲିପ୍ତ ଅଭିଯୋଗରେ ପୋଲିସ ଷ୍ଟେସନ ଜାଳିଦେଲେ ଲୋକ

Sat, 05 Aug 2023-8:52 pm,

ନା ଭିତରେ ଭଙ୍ଗାରୁଜା, ମାଲଖାନାରେ ପୋଡ଼ାଜଳା, ପୋଲିସକୁ ମରଣାନ୍ତକ ଆକ୍ରମଣ..ରଣକ୍ଷେତ୍ର ପାଲଟିଲା କନ୍ଧମାଳ ଫିରିଙ୍ଗିଆ ଥାନା ପରିସର ଆଜି ଅପରାହ୍ଣରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଛି । ହୁତୁ ହୁତୁ ଜଳିଛି ଫିରିଙ୍ଗିଆ ଥାନା, ଆଉ ଥାନା ସନ୍ନିକଟ ମାଲଖାନାରେ ବିସ୍ଫୋରଣ ଭଳି ସ୍ଥିତି। ଏପଟେ ଉତ୍ୟକ୍ତ ଲୋକଙ୍କ ଅନ୍ଧାଧୁନ୍ ଆକ୍ରମଣ ଭିତରୁ ଜୀବନ ବଞ୍ଚାଇବାକୁ ପୋଲିସ ଅଧିକାରୀଙ୍କ ସଂଘର୍ଷ।... କନ୍ଧମାଳ ଫିରିଙ୍ଗିଆ ଥାନାରେ ଘଟିଥିବା ଏ ଲୋମହର୍ଷଣକାରୀ କାଣ୍ଡ ପଛରେ ପୋଲିସ ବିରୋଧୀ ଆକ୍ରୋଶକୁ ଦାୟୀ କରାଯାଉଛି। ଘଟଣା ଥିଲା କିଛି ଏମିତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link