Video: ଖୁବଶୀଘ୍ର ଆସୁଛି ଭାଇରାଲ୍ ଗର୍ଲ ବିଶ୍ୱରୂପାଙ୍କ ନୂଆ ମ୍ୟୁଜିକ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 08 Dec 2023-10:46 pm,

Video: ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଓଡ଼ିଆ ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କର ନାମ ପରିବର୍ତ୍ତନ ହୋଇଛି । ତାଙ୍କୁ ଅନେକ ପ୍ରଶଂସକ ଓ ନିଜ ସହ କଳାକାରମାନେ ମଟନ କାଙ୍ଗାଳି ନାମକେ ଡାକୁଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି ବିଶ୍ୱରୂପାଙ୍କ ଅଭିନୟ ଓ ପ୍ରତିଟି ରିଲ୍ସ ଦର୍ଶକଙ୍କର ପ୍ରିୟ ହୋଇପାରିଛି । ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆପଣ ଖୁବ ଶୀଘ୍ର ବିଶ୍ୱରୂପାଙ୍କୁ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓରେ ଦେଖିବାକୁ ପାଇବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link